
୧୦/୦୪/୨୧ (ଜିଲ୍ଲା ଖବର) : ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ 44 ଟି ଆସନରେ ଭୋଟ୍ ଅନୁଷ୍ଠିତ ହେବ। ପାଞ୍ଚଟି ଜିଲ୍ଲାର 44 ଟି ଆସନରେ ମତଦାନ ସକାଳ 7 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ 373 ଜଣ ପ୍ରାର୍ଥୀ ଅଛନ୍ତି। ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି।


