Monday, November 16, 2026
Home ଆଞ୍ଚଳିକ ରାଜ୍ୟରେ ବଢ଼ିଚାଲିଛି କରୋନା ମିଟର, 24 ଘଣ୍ଟାରେ 1374 ପଜିଟିଭ ଚିହ୍ନଟ

ରାଜ୍ୟରେ ବଢ଼ିଚାଲିଛି କରୋନା ମିଟର, 24 ଘଣ୍ଟାରେ 1374 ପଜିଟିଭ ଚିହ୍ନଟ

19

ଭୁବନେଶ୍ୱର,୧୦/୦୪/୨୧ (ଜିଲ୍ଲା ଖବର) :  ରାଜ୍ୟରେ ବଢ଼ିଚାଲିଛି କରୋନା ମିଟର । 24 ଘଣ୍ଟାରେ 1374 ପଜିଟିଭ ଚିହ୍ନଟ । କ୍ବାରେନଣ୍ଟାଇନରୁ  812, ଲୋକାଲ ସଂକ୍ରମଣ 562  ଚିହ୍ନଟ ହୋଇଛନ୍ତି । ଆଜି  ସୁନ୍ଦରଗଡ଼ରୁ ସର୍ବାଧିକ 355 ସଂକ୍ରମିତ ଚିହ୍ନଟ । ଏହାସହ ରାଜ୍ୟରେ ପଜିଟିଭ ସଂଖ୍ୟା 3 ଲକ୍ଷ 48 ହଜାର 182 ରେ ପହଞ୍ଚିଛି । ଖୋର୍ଦ୍ଧାରେ 193 ନୂଆ ପଜିଟିଭ ।  ଆକ୍ଟିଭ କେଶ  7 ହଜାର 3 ଜଣ ରହିଛନ୍ତି ।