
କନ୍ଧମାଳ, (ସୁରେଶ କୁମାର ପଣ୍ଡା) : ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ, ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଓ ଏନଏଚଆରଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପରିଦର୍ଶନ କରିଥିଲେ ଏହି କାର୍ଯ୍ୟକ୍ରମରେ ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ପରଖିଥିବା ସହ ରୋଗୀଙ୍କୁ ସବୁ ପ୍ରକାର ସାହାଯ୍ୟ ପାଇବେ ସେ ନେଇ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଏହା ସହ କନ୍ଧମାଳ ପିପୁଲସ ତରଫରୁ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ କରିବା ପାଇଁ ଦାବି ପତ୍ର ଦିଆଯାଇଥିଲା




