Tuesday, October 13, 2026
Home ଆଞ୍ଚଳିକ କେନ୍ଦ୍ରୀୟ ସରକ୍ଷଣ ପୋଲିସ ବାହିନୀ ଙ୍କୁ ସରକାର ଦେଇଥିବା ଯାଗାକୁ ଗ୍ରାମବାସୀଙ୍କ ବିରୋଧ ।

କେନ୍ଦ୍ରୀୟ ସରକ୍ଷଣ ପୋଲିସ ବାହିନୀ ଙ୍କୁ ସରକାର ଦେଇଥିବା ଯାଗାକୁ ଗ୍ରାମବାସୀଙ୍କ ବିରୋଧ ।

36


କନ୍ଧମାଳ ଜିଲ୍ଲା (ଜିଲ୍ଲା ଖବର) : କେ. ନୂଆଗାଁ ବ୍ଲକ ମହାସିଙ୍ଗ ଗ୍ରାମପଞ୍ଚାୟତରେ ଏକ ଜାଗାକୁ ସରକାର କେନ୍ଦ୍ରୀୟ ସରକ୍ଷଣ ପୋଲିସ ବାହିନୀକୁ ଦିଆଯାଇଛି ଏହି ଜାଗାକୁ ଗ୍ରାମ ବାସୀଙ୍କ ବିରୋଧ ଲୋକଙ୍କ କହିବା ଅନୁଯାୟୀ ଏହି ଗ୍ରାମ ପଞ୍ଚାୟତରେ ପ୍ରାୟ ୬ହଜାରୁ ଅଧିକ ଲୋକ ବସବାସ କରନ୍ତି ହେଲେ ଏମାନଙ୍କ ପାଖରେ ସରକାର ଘୋଷଣା କରିଥିବା 16ଆର ଜାଗା ଦେବା ପାଇଁ ଏ ପର୍ଯ୍ୟନ୍ତ କାହାକୁ ଜାଗା ଖଣ୍ଡିଏ ମିଳିନାହିଁ ଏହାର ସମାଧାନ ନକରି କେନ୍ଦ୍ରୀୟ ସରଂକ୍ଷଣ ପୋଲିସ ବାହିନୀକୁ ଦିଆଯାଇଛି ଏହାକୁ ଆମେ ପ୍ରବଳ ବିରୋଧ କରୁଛୁ ଏ ଜାଗାରେ ଯଦି କଲେଜ, ମେଡିକାଲ, ସ୍କୁଲ କଲେ ଦିଆ ହେବ ଏନେଇ ଗ୍ରାମର ସରପଞ୍ଚ, ନାଏବ ସରପଞ୍ଚ ଓ ମହିଳା ସ୍ୱୟଂ ଗୋଷ୍ଠୀର ସଭାପତି ଓ ଗ୍ରାମବାସୀ କହିଛନ୍ତି ଏହାର କୌଣସି ସମାଧାନ ନ କରାଗଲେ ଆଗାମୀ ଦିନରେ ରାସ୍ତାରୋକ କରିବା ସହ ସମୟ ପଡିଲେ କମିଶନର ପର୍ଯ୍ୟନ୍ତ ଏଲଢେଇ ଜାରିରହିବ ।