Home ଆଞ୍ଚଳିକ ଭିବୋର ବ୍ରାଣ୍ଡ ଅମ୍ବାସାଡର ଭାବେ ନିଯୁକ୍ତ ହେଲେ ବିରାଟ କୋହଲି

ଭିବୋର ବ୍ରାଣ୍ଡ ଅମ୍ବାସାଡର ଭାବେ ନିଯୁକ୍ତ ହେଲେ ବିରାଟ କୋହଲି

19

୦୮/୦୪/୨୧ (ଜିଲ୍ଲା ଖବର) : ଚାଇନିଜ ମୋବାଇଲ କମ୍ପାନୀ ଭିବୋର ବ୍ରାଣ୍ଡ ଅମ୍ବାସାଡର ଭାବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଯୁକ୍ତ ହୋଇଛନ୍ତି। ବିରାଟ କୋହଲିଙ୍କ ଦ୍ୱାରା ଭିଭୋର ପ୍ରଡକ୍ଟ ସାରା ବିଶ୍ୱରେ ଅଧିକ ସେଲ ହେବ ବୋଲି ଭିଭୋ ପକ୍ଷରୁ କୁହାଯାଇଛି । ଏହା ସହ ଆଗାମୀ ଦିନରେ ଏହାର ସମସ୍ତ ପ୍ରକାର ଵିଜ୍ଞାପନ ଏବଂ ପ୍ରମୋସନ କାର୍ଯ୍ୟକ୍ରମ ବିରାଟ କରିବେ ବୋଲି ସୂଚନା ଦିଆଯାଇଛି। ବଲିଉଡ ଅଭିନେତା ଆମିର ଖାନ ଏବଂ ସାରା ଅଲ୍ଲୀ ଖାନ ଭିବୋର ବ୍ରାଣ୍ଡ ଅମ୍ବାସେଡର ମଧ୍ୟ ରହିଛନ୍ତି ।