କଟକରେ ମହେନ୍ଦ୍ରା କୋଚିଂ ସେଣ୍ଟର ସିଲ୍

7

କଟକ, ୦୮/୦୪/୨୧ (ଜିଲ୍ଲା ଖବର) : କଟକରେ ମହେନ୍ଦ୍ରା କୋଚିଂ ସେଣ୍ଟର ସିଲ୍ । କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ କୋଚିଂ ସେଣ୍ଟରକୁ ସିଲ୍ କଲା ସିଏମସି । ବର୍ତ୍ତମାନ କଟକରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ସିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଯେଉଁମାନେ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ନଜିର ଆସୁଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।