
କଟକ, ୦୭/୦୪/୨୧ (ଜିଲ୍ଲା ଖବର) : କଟକ ଜିଲ୍ଲା ଜଗତପୁର ବିରୂପା ବ୍ୟାରେଜ ଛକ ନିକଟରେ ବିରଳ ପ୍ରଜାତିର ଗରୁଡପକ୍ଷୀ ଉଦ୍ଧାର ହୋଇଛି । ଉଦ୍ଧାରକାରୀମାନେ ଖବର ଦେବା ପରେ ଚୌଦ୍ୱାର ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ଉଦ୍ଧାର ଗରୁଡ ପକ୍ଷୀଙ୍କ ଡାକ୍ତରୀ ଚିକିତ୍ସା ପାଇଁ ନିଆଯାଇଛି ।



