
ଚନ୍ଦ୍ରପୁର,୬/୦୪(ଜିଲ୍ଲା ଖଵର) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ସଦର ମହକୁମା ସ୍ଥିତ ସାନ୍ତିନଗର(ଡେପାସାହି )ଠାରେ କଲଭେଟ ନିର୍ମାଣ ନିମନ୍ତେ 3/4-ମାସ ଆଗରୁ ମହାତ୍ମା ଗାନ୍ଧିନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ -2 ଟି କଲଭେଟ ନିର୍ମାଣ ନିମନ୍ତେ 5,00000 ଲକ୍ଷ୍ୟ ଟଙ୍କା ମଂଜୁର ହୋଇଥିଲା l ସେହି କଳାଭେଟ ଚନ୍ଦ୍ରପୁର ଠାରୁ ମୁନିଗୁଡା ମୁଖ୍ୟ ରାସ୍ତା ପାର୍ସରେ ଅଧପାନ୍ତରୀୟ ହୋଇ ପଡିରହିଥିବା କାମକୁ ବ୍ଲକ ପ୍ରଶାସନ ଦୃଷ୍ଟି ପଡୁନାହିଁ l ଯାହାରି ଫଳରେ ସାହିର କୋଣସି ମହିଳା, ପୁରୁଷ ଙ୍କ ଦେହ ଖରାପ ହେଲେ (108)କିମ୍ବା 102 ଆମ୍ବୁଲାନ୍ସ ସାହି ଭିତରକୁ ଯାଇପାରୁନାହିଁ l
ଏଣୁ ବ୍ଲକ ପ୍ରଶାସନ ଜାଣି ଶୁଣି ନିରବ ରହୁଥିବା ଜନସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି l ଏଣୁ ଉପରିସ୍ଥ ପ୍ରଶାସନ ଏହି କଲ ଭେଟ ନିର୍ମାଣ ରେ ବିଳମ୍ବ ହେଉଥିବା ତଦନ୍ତ କରିବା ସହ ଶୀର୍ଘ କାମ ସରାଇବା ନିମନ୍ତେ ଜନ ସାଧାରଣରେ ନିବେଦନ କରିଛନ୍ତି l
ଚନ୍ଦ୍ରପୁର, କୈଳାସ ମାଳବିଶୋଇ



