
ବ୍ରହ୍ମପୁର,(ବିଜୟ କୁମାର ଗୌଡ଼) : ନବରାତ୍ରି ପୂଜା ଉପଲକ୍ଷେ ଚଳ ଚଞ୍ଚଳ ହୋଇ ଉଠୁଛି ରେଶମ ସହର ଏପଟେ ଜଗତ ଜନନୀ ମା ଦୁର୍ଗା ଙ୍କର ପୂଜା ଆରାଧନା ଚାଲିଥିବା ବେଳେ ଆରପଟେ ରଂଗା ରଙ୍ଗ ସଂସ୍କୃତିକ କାଯ୍ୟକ୍ରମ ପରିବେଶକୁ ଆହୁରି ରଙ୍ଗୀନ ଓ ମନ ମୁଗ୍ଧକର କରି ଦେଉଛି l ଚଳିତ ବର୍ଷ ବ୍ରହ୍ମପୁର ର ଏସ ଏସ ଭି ଟି ପଡିଆ ଠାରେ ସର୍ଵଭାରତୀୟ ହସ୍ତଶିଳ୍ପୀ ପ୍ରଦର୍ଶିନି ଅନୁଷ୍ଠିତ ହୋଇଅଛି l ଏହିଠାରେ ଅନେକ ଆକର୍ଷଣୀୟ ପ୍ରତିଭା ଦେଖିବାକୁ ମିଳୁଛି l




