Tuesday, November 17, 2026
Home ଆଞ୍ଚଳିକ କୋଟଗଡ ଜଗନ୍ନାଥ ମନ୍ଦିର ରୁ ଚୋରୀ

କୋଟଗଡ ଜଗନ୍ନାଥ ମନ୍ଦିର ରୁ ଚୋରୀ

177

ବାଲିଗୁଡା,୬/୦୪ { ସୁକାନ୍ତ କୁମାର ତ୍ରିପାଠୀ } : ଗତକାଲି ବିଳମ୍ବିତ ରାତ୍ରୀ ରେ ମୁଖ୍ୟ ଜଗନ୍ନାଥ ମନ୍ଦିର ଭିତରୁ ଦାନ ବାକ୍ସ ର ଚେନ କାଟି ଆନୁମାନିକ 50 ହଜାର ରୁ ଉର୍ଦ୍ଧ ଟଙ୍କା ଲୁଟ ହୋଇଥିବା ବେଳେ ପାର୍ଶ୍ଵ ମନ୍ଦିର ବିମଳା ଓ ଲକ୍ଷ୍ମୀ ମା ଙ୍କ ସୁବର୍ଣ୍ଣ ଗୁଣା ଏବଂ ଚିତା ମଧ୍ୟ ଲୁଟ ହୋଇଛି |ଏହି ଘଟଣା ପ୍ରଥମେ ଆଜି ପ୍ରାତଃ ସମୟ ମନ୍ଦିର ସେବକ ଚନ୍ଦ୍ର ଶେଖର ପାଣିଗ୍ରାହୀ ମନ୍ଦିର ଦ୍ୱାର ଖୋଲିବା ବେଳେ ଚୋରୀ ହୋଇଥିବା ଜାଣି ମୁଖ୍ୟ ପଣ୍ଡା ଙ୍କୁ ଜଣାଇଥିଲେ ଓ ପରେ ମନ୍ଦିର କମିଟି ସଦସ୍ୟ ଓ ଗ୍ରାମବାସୀ ଆସିବା ପରେ କୋଟଗଡ ଥାନା ପୁଲିସ କୁ ସୂଚନା ଦେଇଥିଲେ, ଫଳରେ ଘଟଣା ସ୍ଥଳରେ କୋଟଗଡ ପୁଲିସ SI ନୀଳାଞ୍ଚଳ ଜେନା ଓ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି