Wednesday, October 14, 2026
Home ଆଞ୍ଚଳିକ ବିବାଦୀୟ ତହସିଲଦାରଙ୍କୁ ରାତିଅଧିଆ ବଦଳି, ଯାଜପୁର ଜିଲ୍ଲାର ତିନି ତହସିଲଦାରଙ୍କୁ ବଦଳି କଲା ଜିଲ୍ଲା ପ୍ରଶାସନ

ବିବାଦୀୟ ତହସିଲଦାରଙ୍କୁ ରାତିଅଧିଆ ବଦଳି, ଯାଜପୁର ଜିଲ୍ଲାର ତିନି ତହସିଲଦାରଙ୍କୁ ବଦଳି କଲା ଜିଲ୍ଲା ପ୍ରଶାସନ

38

ଯାଜପୁର,୦୬/୦୪/୨୧ (ଜିଲ୍ଲା ଖବର) : ବିବାଦୀୟ ତହସିଲଦାରଙ୍କୁ ରାତିଅଧିଆ ବଦଳି । ଯାଜପୁର ଜିଲ୍ଲାର ତିନି ତହସିଲଦାଲଙ୍କୁ ବଦଳି କରାଯାଇଛି । ବିଂଝାରପୁର, ଧର୍ମଶାଳା ଓ ଦର୍ପଣ ତହସିଲଦାରଙ୍କୁ ବଦଳି କରାଯାଇଛି । ତିନୋଟି ତହସିଲର ତହସିଲଦାରଙ୍କୁ ରାତି ଅଧିଆ ବଦଳି କରାଯାଇଛି । ବିଶେଷ କରି ଧର୍ମଶାଳା ତହସିଲ କାର୍ଯ୍ୟାଳୟକୁ ନେଇ ଅନେକ ସମୟରେ ବିବାଦ ଲାଗିରହିଥିଲା । ତେବେ ପ୍ରଶ୍ନ ଉଠୁଛି ଦୁର୍ନୀତି ସାମ୍ନାକୁ ଆସିବା ପୂର୍ବରୁ ବଦଳି ନେଇ ଚର୍ଚ୍ଚା ହେଉଛି ।