Monday, November 16, 2026
Home ଆଞ୍ଚଳିକ ଟ୍ରକ ଚାପାରେ ଜଣଙ୍କ ମୃତ୍ୟୁ

ଟ୍ରକ ଚାପାରେ ଜଣଙ୍କ ମୃତ୍ୟୁ

8

ଖୋର୍ଦ୍ଧା , ୦୬/୦୪/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା ଜିଲ୍ଲା 16 ନଂ ଜାତୀୟ ରାଜପଥ ଜିଲ୍ଲାପାଳ ଅଫିସ ନିକଟରେ ଟ୍ରକ ଚାପାରେ ଜଣଙ୍କ ମୃତ୍ୟୁ। ମୃତକ ଜଣଙ୍କର ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ଖୋର୍ଦ୍ଧା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତକର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛି  । ଟ୍ରକଟିକୁ ଜବତ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।