

ବ୍ରହ୍ମପୁର (ଇ.ରଞ୍ଜନ) : ପ୍ରଜାପିତା ବ୍ରହ୍ମl କୁମାରୀ ଇଶ୍ୱରିୟ ବିଶ୍ୱ ବିଦ୍ୟାଳୟ ବ୍ରହ୍ମପୁର ଖୋଡାସିଙ୍ଗି ପକ୍ଷରୁ ଆଜି ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୦୦ ତମ ସତବାର୍ଷିକ ଅବସରରେ ସାରା ଦେଶରେ ଯେଉଁ ଭଳି ମଦ୍ୟପାନ ଦ୍ୱାରା ଘରେlଇ ବିଶୃଙ୍ଖଳା ସହ ଯୁବପିଢ଼ି ଖରାପ ଦିଗ ଆଡକୁ ମୁହାଁଇଛନ୍ତି ତାହାକୁ ରୋକିବା ପାଇଁ ନିଶା ମୁକ୍ତ ଅଭିଯାନ ସାରା ଭାରତ ବର୍ଷ ରେ ଯେଉଁ ରାଜ୍ୟରେ ଅଧିକ ମଦ ଦ୍ୱାରା ସମାଜ ପଥବ୍ରସ୍ଥକୁ ନେଇ ଏକ ସଚେତନ ମାଧ୍ୟମରେ ବାର୍ତ୍ତା ଦେବା ପାଇଁ ମହାରାଷ୍ଟ୍ର ରାଜ୍ୟର ବମ୍ବେ ସହର ୬ ଜଣ ଜନ ସଚେତନ କାରିମାନେ ଆସି ବ୍ରହ୍ମପୁର ଗଞ୍ଜାମ କଳା ପରିଷଦ ଠାରେ ସଚେତନ ଦେବାକୁ ନେଇ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା I ଏଥିରେ ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଦୀପପ୍ରଜଳନ କରିବା ସହ ସମାଜ ଯେଉଁ ମାନେ ମଦ୍ୟପାନ କରୁଛନ୍ତି ସେମାନଙ୍କୁ ମଦ୍ୟପାନ ଦ୍ୱାରା ଲୋକଙ୍କ କଣ କ୍ଷତି ହେଉଅଛି I ତାହା ଉପରେ ଆଲୋକ ପାଠ କରିଥିଲେ ଏବଂ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଡା.ସିଦ୍ଧାର୍ଥ ଶଙ୍କର ପାଢୀ ଅଧ୍ୟାପକ ଖୋଲିଖଟ କଲେଜ, ବିଶିଷ୍ଟ ବକ୍ତା ରାଜଯୋଗିନୀ, ବି.କେ ସୁମିତ୍ରା ଭଉଣୀ, ସମ୍ବରଧିତ ପ୍ରତିଭା ଜି ଆଦି ନାରାୟଣ, ସଭାପତି ତଥା ସମ୍ପାଦକ, ଗୋପାଳ କୃଷ୍ଣ ଡାକୁଆ, ବରିଷ୍ଠ ଆଇନଜିବି, ଅତିଥି ପରିଚୟରେ ଦେବୀ ପ୍ରସାଦ ମହାପାତ୍ର, ସ୍ୱାଗତ ଭାଷଣରେ ବିଜୟ କୁମାର ପାଢୀ, ମଞ୍ଚ ପରିଚାଳନାରେ ନଳିନୀ କାନ୍ତ ତ୍ରିପାଠୀ ଯୋଗ ଦେଇଥିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଓଁ ଶାନ୍ତି ନେତୃମଣ୍ଡଳୀ ଯୋଗଦେଇ ସଭା ସମାପନ କରିଥିଲେ I




