
ହିଞ୍ଜିଳିକାଟୁ,୫/୦୪(ଜିଲ୍ଲା ଖଵର) : ହିଞ୍ଜିଳିକାଟୁ କୋର୍ଟ ପରିସରରେ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଇ ସେବାକେନ୍ଦ୍ର ହାଇକୋର୍ଟ ର ମୁଖ୍ୟ ବିଚାରପତି ଏସ ମୁରଲୀଧର ଉଦଘାଟନ କରିଥିଲେ ଜନସାଧାରଣ ଓ ଓକିଲ ମାନଙ୍କ ସୁବିଧା ନିମନ୍ତେ ଏଥର ସବୁ ଇ ଫାଇଲିଂଙ୍ଗ ଦ୍ୱାରା ଫାଇଲଙ୍ଗ କରାଯାଇପାରିବ ଅନଲାଇନ ରେ ସବୁ ସୁବିଧା ଉପଲବ୍ଧ ହୋଇପାରିବ ଆଜିର କାଯ୍ୟକ୍ରମ ରେ ଜେ ଏମ ଏଫ ସି ବିଚାରପତି ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଓକିଲ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ଆଇନଯିବି ମୁକ୍ତିରମ ସାବତ ସରକାରୀ ଓକିଲ ପ୍ରୋମଦ ଦଳାଇ ସାନ୍ତୁନ ପୋଲାଇ ନିରଞ୍ଜନ ସାହୁ ଜଗତ ମୋହନ ସାହୁ ଶିବରାମ ପଣ୍ଡା ମହେନ୍ଦ୍ର ପାତ୍ର ସମେତ ସଙ୍ଘ ର ସମସ୍ତ ସଦସ୍ୟ ଓ କୋର୍ଟ ର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ


