Wednesday, July 22, 2026
Home ଆଞ୍ଚଳିକ ହାଇୱା ଧକ୍କାରେ ଯୁବକ ଗୁରୁତର

ହାଇୱା ଧକ୍କାରେ ଯୁବକ ଗୁରୁତର

13

କେନ୍ଦୁଝର, ୦୪/୦୪/୨୧ (ଜିଲ୍ଲା ଖବର) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଚାରିନଳିଆ ଛକ ନିକଟରେ ଦୁର୍ଘଟଣା । ହାଇୱା ଧକ୍କାରେ ଯୁବକ ଗୁରୁତର । ଗୁରୁତର ଆହତ ଯୁବକ ମୁଗୁପୁର ଗାଁର ପୁଟୁ ଜେନା । ଚାଲି ଚାଲି ଯାଉଥିବାବେଳେ ରାସ୍ତାରେ ଯୁବକଙ୍କୁ ଧକ୍କା ଦେଇଥିଲା ହାଇୱା । ଯୁବକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରଯାଇଛି ।