Monday, November 16, 2026
Home ଆଞ୍ଚଳିକ ପ୍ରଥମ ଥର ପାଇଁ ମଦୁରାଇର ମୀନାକ୍ଷୀ ମନ୍ଦିର ପରିଦର୍ଶନ କଲେ ମୋଦି

ପ୍ରଥମ ଥର ପାଇଁ ମଦୁରାଇର ମୀନାକ୍ଷୀ ମନ୍ଦିର ପରିଦର୍ଶନ କଲେ ମୋଦି

17

୦୩/୦୪/୨୧ (ଜିଲ୍ଲା ଖବର) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ମଦୁରାଇର ମୀନାକ୍ଷୀ ମନ୍ଦିର ପରିଦର୍ଶନ କରିଛନ୍ତି । ମଦୁରାଇର ପ୍ରସିଦ୍ଧ ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଶନିବାର ନିର୍ବାଚନ ପ୍ରଚାର ପାଇଁ ତାମିଲନାଡୁ ଓ କେରଳ ଗସ୍ତ କରିବା ଅବସରରେ ମଦୁରାଇର ପ୍ରସିଦ୍ଧ ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପ​ରେ ଏହା ତାଙ୍କର ପ୍ରଥମ ମୀନାକ୍ଷୀ ମନ୍ଦିର ପରିଦର୍ଶନ। ସେଠାରେ ସେ ପାରମ୍ପରିକ ଦକ୍ଷିଣ ଭାରତୀୟ ପୋଷାକ ପିନ୍ଧି ପୂଜାର୍ଚ୍ଚନା କରୁଥିବାର ଫଟୋ ପ୍ରସାରିତ ହୋଇଛି ।