Tuesday, November 17, 2026
Home ଆଞ୍ଚଳିକ କରୋନା ଟୀକାର ପ୍ରଥମ ଡୋଜ୍ ନେଲେ ମଲାଇକା ଆରୋରା

କରୋନା ଟୀକାର ପ୍ରଥମ ଡୋଜ୍ ନେଲେ ମଲାଇକା ଆରୋରା

8

ନୂଆଦିଲ୍ଲୀ,୦୩/୦୪/୨୧ (ଜିଲ୍ଲା ଖବର) : ନିକଟରେ କରୋନା ଟୀକାର ପ୍ରଥମ ଡୋଜ୍ ଲଗାଇଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା । ମଲାଇକା ଏହାର ଫଟୋ  ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ମୁଁ କୋଭିଡ୍  ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍ ନେଇଛି । ଆପଣମାନେ ମଧ୍ୟ ଭ୍ୟାକ୍‌ସିନ୍ ନେବାକୁ ଭୂଲିବେ ନାହିଁ ।  ମୁମ୍ବାଇର ଲୀଲାବତି ହସ୍ପିଟାଲରେ  ମଲାଇକା ଏହି ଟୀକା ଲଗାଇଛନ୍ତି । ତାଙ୍କର ଏହି ଫଟୋରେ ବଲିଉଡର ଅନେକ୍  ସେଲିବ୍ରେଟି ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।