Monday, November 16, 2026
Home ଆଞ୍ଚଳିକ ୪ ଲକ୍ଷର ଡିଲ୍ ବେଳେ ଜଣେ ଶିକାରୀ ଓ ସହଯୋଗୀ ଗିରଫ

୪ ଲକ୍ଷର ଡିଲ୍ ବେଳେ ଜଣେ ଶିକାରୀ ଓ ସହଯୋଗୀ ଗିରଫ

39

 ଭୁବନେଶ୍ୱର, ୦୨/୦୪/୨୧ (ଜିଲ୍ଲା ଖବର) :  ପୁଣି  କ୍ରାଇମ୍‌ବ୍ରାଞ୍ଚ STF କବଜାରେ ବାଘ ଛାଲ ଶିକାରୀ । ୪ ଲକ୍ଷର ଡିଲ୍ ବେଳେ ଜଣେ ଶିକାରୀ ଓ ସହଯୋଗୀ ଗିରଫ । ନୟାଗଡ଼ ଅଞ୍ଚଳରୁ ଏହି ୨ ଜଣଙ୍କୁ ଧରିଲା କ୍ରାଇମବ୍ରାଞ୍ଚ STF । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ସୂଚନା ମିଳିଛି ।