ଗଞ୍ଜେଇ ଭର୍ତ୍ତି ଗାଡିରେ ଲାଗିଲା ନିଆଁ

5

ବୌଦ୍ଧ,୦୨/୦୪/୨୧ (ଜିଲ୍ଲା ଖବର) :  ଗଞ୍ଜେଇ ଭର୍ତ୍ତି ଗାଡିରେ ଲାଗିଲା ନିଆଁ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା କଣ୍ଟାମାଳ ରାସ୍ତା କପାସିରା ଛକ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ଗାଡ଼ିରେ ନିଆଁ ଲାଗିଲା ଓ ଘଟଣା କେତେବେଳେ ଘଟିଛି । ଗାଡିରେ କିଏ ଗଜେଂଇ ଚାଲଣ କରୁଥିଲା, ତାହା ଜଣାପଡି ନାହିଁ । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଚିଂ ତଦନ୍ତ ଆରମ୍ଭ କରିଛି ।