Monday, October 12, 2026
Home ଆଞ୍ଚଳିକ ଆସିକା ବିଜୁ ଜନତା ଦଳ ପକ୍ଷରୁଜନ ସମ୍ପର୍କ ପଦଯାତ୍ରା

ଆସିକା ବିଜୁ ଜନତା ଦଳ ପକ୍ଷରୁଜନ ସମ୍ପର୍କ ପଦଯାତ୍ରା

32


ଆସିକା, ୮/୧୦(ଖିରୋଦ ବେହେରା) : ଆସିକା ବ୍ଲକ ଅଧିନ ଗୁଣ୍ଠପଡା ପଚାଂୟତରେ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା କରାଯାଇଛି । ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଟିତ ହୋଇଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ, ଉପାଧ୍ୟକ୍ଷା ସୁଜତା ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଲକ ଉପାଧ୍ୟକ୍ଷା ସଙ୍ଗୀତା ସ୍ୱାଇଁ, ବିଜେଡି ନେତା ଦିଲ୍ଲୀପ କୁମାର ପାଣିଗ୍ରାହି, ଯୁବ ବିଜେଡି ନେତା ସତ୍ୟନାରାୟଣ ସ୍ୱାଇଁ, ଆସିକା ଏସଏମପିସିଏସ ସଭାପତି ସୂର୍ଯ୍ୟକାନ୍ତ ପରିଡା, ଯୁବ ବିଜେଡି ନେତା ଅନିଲ କୁମାର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କଳ୍ପନା ଭୋଳ, ଗୁଣ୍ଠପଡା ସରପଚଂ ମୋଚିଆଣି ବେହେରା, ସମିତିସଭ୍ୟା ଶିଶି ବେହେରା, ଯୁବ ନେତା ସନ୍ତୋଷ କୁମାର ବେହେରା, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସମ୍ପାଦକ ବି. ମନୋଜ କୁମାର ଦୋରା, ବିଜୁ ଛାତ୍ର ଜନତା ଦଳ ବ୍ଲକ ସଭାପତି ବିମଳ କୁମାର ପ୍ରଧାନ, ବିଜୁ ଛାତ୍ର ଜନତା ଦଳ ନଗର ସଭାପତି ନିଗମାନନ୍ଦ ରାଉତ, ଜିଲ୍ଲା ପରିଷଦ କୋକରାମ ଜେନା, ଶିବ ଶଙ୍କର ମହାନ୍ତି, ରାଜେଶ ପଟ୍ଟନାୟକ ସମେତ ବହୁ ସରପଚଂ ଓ ସମିତିସଭ୍ୟା ଓ ଦଳୀୟ ନେତା ଓ କର୍ମୀ ମାନେ ପଦଯାତ୍ରାରେ ଯୋଗ ଦେଇଥିଲେ । ବ୍ଲକର ଗୁଣ୍ଠପଡା ପଚଂୟତର ଗୁଣ୍ଠପଡା ଗ୍ରାମ, ରାଇପଲ୍ଲୀ ଗ୍ରାମ, ଖଣ୍ଡବନ୍ଧ ଗ୍ରାମ, ଜଗଦଳପୁର ଗ୍ରାମ ଏବଂ ସୁମନ୍ତପଲ୍ଲୀ ଗ୍ରାମରେ ପଦଯାତ୍ରା କରାଯାଇ ରାଜ୍ୟ ସରକାରଙ୍କ ବହୁ ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଇପଲ୍ଲୀର ରବି ନାୟକ, ନାରା ସ୍ୱାଇଁ, ଗୁଣ୍ଠପଡା ଗ୍ରାମର ପ୍ରଫୁଲ ସ୍ୱାଇଁ, ଜଗଦଳପୁର ଗ୍ରାମ୍ୟ ସଭାପତ, ଖଣ୍ଡବନ୍ଧ ଗ୍ରାମର ରାଜେଶ ବେବର୍ତା, ଅକ୍ଷୟ ଗୈାଡ, ସୁମନ୍ତପଲ୍ଲୀ ଗ୍ରାମ କମିଟିର ବହୁ ସଦସ୍ୟ ସମେତ ପଚାଂୟତରୁ ଶତାଧିକ କର୍ମୀ ପଦଯାତ୍ରାରେ ଯୋଗ ଦେଇଥିଲେ ।