Tuesday, November 17, 2026
Home ଆଞ୍ଚଳିକ ଓକିଲ ସଙ୍ଘ ର ନବନିର୍ବାଚିତ କର୍ମକର୍ତା ଙ୍କ ଶପଥ ଗ୍ରହଣ

ଓକିଲ ସଙ୍ଘ ର ନବନିର୍ବାଚିତ କର୍ମକର୍ତା ଙ୍କ ଶପଥ ଗ୍ରହଣ

25

ହିଞ୍ଜିଳିକିଟୁ,୧/୦୪(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ଓକିଲ ସଙ୍ଘ ର ନବନିର୍ବାଚିତ କର୍ମକର୍ତା ଙ୍କ ଶପଥ ଗ୍ରହଣ ସଙ୍ଘ କାଯ୍ୟଳୟ ରେ ଅନୁଷ୍ଠିତ ହୋଇଯାଇଛି  ସଭାପତି ଦ୍ବିତିକୃଷ୍ଣ ସାବତ  ଉପସଭାପତି ଉପେନ୍ଦ୍ର ପଣ୍ଡା  ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ  ସହ ସମ୍ପାଦକ ବଂଶୀଧର ସାହୁ ଙ୍କୁ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଗୋପନୀୟତା ଭବେ ଶପଥ କରାଇଛନ୍ତି ଶପଥ ଗ୍ରହଣ ଉଛବ ରେ ବରିଷ୍ଠ ଆଇନଯିବି ଜଗତ ମୋହନ ସାହୁ ତ୍ରିମଲ ରାଓ ପାତ୍ର ମୁକ୍ତିରମ ସାବତ ରାମଚନ୍ଦ୍ର ମହାପାତ୍ର ନିରଞ୍ଜନ ସାହୁ ଜିତେନ୍ କୁମାର ପ୍ରହରାଜ ଶରତ ସ୍ୱାଇ ପ୍ରଭାତ କୁମାର ସାହୁ ଉମେଶ ଚନ୍ଦ୍ର ସାହୁ ମହେନ୍ଦ୍ର କୁମାର ପାତ୍ର  ମାନସ ରଞ୍ଜନ ପାଢ଼ୀ ଚିତ୍ତରଞ୍ଜନ ମହାରଣା  ସମେତ ସଙ୍ଘ ର ସମସ୍ତ ସଦସ୍ୟ ଶପଥ ଉଛବ ରେ ଯୋଗଦେଇଥିଲେ