Wednesday, October 14, 2026
Home ଆଞ୍ଚଳିକ ଚିକିତ୍ସାରେ ଅବହେଳା ଯୋଗୁଁ ଏଲିଜାର ମୃତ୍ୟୁ

ଚିକିତ୍ସାରେ ଅବହେଳା ଯୋଗୁଁ ଏଲିଜାର ମୃତ୍ୟୁ

91

ସମ୍ବଲପୁର,୦୧/୦୪/୨୧ (ଜିଲ୍ଲା ଖବର) : ସମ୍ବଲପୁର ଡିଅର ପାର୍କରେ ଭାଲୁ ଛୁଆ ଏଲିଜାର ମୃତ୍ୟୁ ହୋଇଛି । ଡିଅର ପାର୍କରେ ରହି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିଲା ଭାଲୁ ଏଲିଜା  । 16 ବର୍ଷ ଏକ ମାସ ସମୟରେ ସ୍ଵାସ୍ଥାବସ୍ଥା ଖରାପ ଯୋଗୁଁ ଚିକିତ୍ସା ହେଉଥିଲା । ତେବେ ଏଲିଜାର ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି ।  ଏଲିଜାକୁ 16 ବର୍ଷ ପୂର୍ବରୁ ରେଢାଖୋଲରୁ ଉଦ୍ଧାର କରାଯାଇ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ବା ଡିଅର ପାର୍କରେ ରଖାଯାଇଥିଲା । ବୁଧବାର ସକାଳେ ଭାଲୁ ଛୁଆଟିର ମୃତ୍ୟୁ ହୋଇଥିବାବେଳେ ସନ୍ଧ୍ୟାରେ ଶବଶତ୍କାର କରାଯାଇଥିଲା ।