Home ଆଞ୍ଚଳିକ ବଲାଙ୍ଗିର-ଖୋର୍ଦ୍ଧା ୫୭ ନଂ NHରେ ନବନିର୍ମିତ ଟୋଲଗେଟକୁ ବିରୋଧ

ବଲାଙ୍ଗିର-ଖୋର୍ଦ୍ଧା ୫୭ ନଂ NHରେ ନବନିର୍ମିତ ଟୋଲଗେଟକୁ ବିରୋଧ

44

ବଲାଙ୍ଗିର,୦୧/୦୪/୨୧ (ଜିଲ୍ଲା ଖବର) : ବଲାଙ୍ଗିର-ଖୋର୍ଦ୍ଧା ୫୭ ନଂ NHରେ ନବନିର୍ମିତ ଟୋଲଗେଟକୁ ବିରୋଧ । ଏନଏଚ୍ ଅବରୋଧ ସହ ବିଭିନ୍ନ ସଂଗଠନ ପକ୍ଷରୁ ଟୋଲଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭଏଁସାପାଲିଠାରେ ଆଜିଠୁ ଟୋଲଗେଟ୍ କାର୍ଯ୍ୟକ୍ଷମ ହେବାର ଥିଲା । କିନ୍ତୁ ଯାହାକୁ ନେଇ ବିଭିନ୍ନ ସଙ୍ଗଠନ ଏହାକୁ ବିରୋଧ କରୁଛନ୍ତି ।