କଟକ ବୋଷ କଲେଜରେ ଉତ୍ତଜେନା, ଅନଲାଇନ ପରୀକ୍ଷା କରିବାକୁ ଦାବି

4

କଟକ, ୩୦/୦୩/୨୧ (ଜିଲ୍ଲା ଖବର) :  କଲେଜ ମାନଙ୍କର କରୋନା ବ୍ୟାପିବା ଘଟଣା । ବୋଷ କଲେଜରେ କୋରୋନା ଚିଂହ୍ନଟ ହେବା ପରେ ଅଫ ଲାଇନ ପରୀକ୍ଷା ବଦଳର ଅନଲାଇନ ପରୀକ୍ଷା କରିବା ପାଇଁ ଦାବି କରାଯାଉଛି । ଯାହାକୁ ନେଇ କଲେଜ ଆଗରେ ଟାୟାର ଜାଳି ପ୍ରତିବାଦ କରାଯାଉଛି ।