Wednesday, July 22, 2026
Home ଆଞ୍ଚଳିକ ୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପ, ଓଡ଼ିଶାକୁ ୨୪ଟି ପଦକ

୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପ, ଓଡ଼ିଶାକୁ ୨୪ଟି ପଦକ

112

ଭୁବନେଶ୍ୱର, ୩୦/୦୩/୨୧ (ଜିଲ୍ଲା ଖବର) : ଓଡ଼ିଶା ପାଇଁ ଖୁସି ଖବର । ଓଡ଼ିଶାକୁ ୨୪ଟି ପଦକ ମିଳିଛି । ହରିୟାଣାର କର୍ଣ୍ଣଲରେ ଅନୁଷ୍ଠିତ ୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପରେ ଓଡ଼ିଶାକୁ ୨୪ଟି ପଦକ ମିଳିଛି । ଓଡ଼ିଶା ଦଳ ଉତ୍ତମ ପ୍ରଦର୍ଶନ କରି ୨୪ଟି ମେଡାଲ ପାଇଥିବା ବେଳେ ସେଥିରେ ୯ଟି ସ୍ୱର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୭ଟି ବ୍ରୋଞ୍ଜ ପଦକ ରହିଛି ।