Sunday, November 15, 2026
Home ଆଞ୍ଚଳିକ ଆଜି ରଙ୍ଗର ପର୍ବ ହୋଲି, ବାହାରେ ନୁହେଁ ଘରେ ଖେଳିବାକୁ ନିର୍ଦ୍ଦେଶ

ଆଜି ରଙ୍ଗର ପର୍ବ ହୋଲି, ବାହାରେ ନୁହେଁ ଘରେ ଖେଳିବାକୁ ନିର୍ଦ୍ଦେଶ

69

ଖୋର୍ଦ୍ଧା,୨୯/୦୩₹ଜିଲ୍ଲା ଖଵର) : ଆଜି ରଙ୍ଗର ପର୍ବ ହୋଲି। ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ଭାଷା, ବର୍ଣ୍ଣ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସଭିଏଁ ଖୁବ୍‌ ଉତ୍ସାହର ସହ ପାଳନ କରିଥାନ୍ତି । ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି । ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ । ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ ପାଳିଥାନ୍ତି ଲୋକେ ।
ରୀପୋର୍ଟ,ସଞ୍ଜୀବ କୁମାର