Sunday, November 15, 2026
Home ଆଞ୍ଚଳିକ ମୁଣ୍ଡ ଉପରେ ଖସିପଡିଲା ୧୧ କେଭି ବିଦ୍ୟୁତ୍ ତାର, ଅକାଳରେ ଲିଭିଗଲା ଜୀବନ ଦୀପ

ମୁଣ୍ଡ ଉପରେ ଖସିପଡିଲା ୧୧ କେଭି ବିଦ୍ୟୁତ୍ ତାର, ଅକାଳରେ ଲିଭିଗଲା ଜୀବନ ଦୀପ

12

ଖୋର୍ଦ୍ଧା,୨୮/୦୩/୨୧ (ଜିଲ୍ଲା ଖବର) : ରାସ୍ତାରେ ଯାଉଥିବା ବେଳେ ମୁଣ୍ଡ ଉପରେ ଖସିପଡିଲା ୧୧ କେଭି ବିଦ୍ୟୁତ୍ ତାର। ଅକାଳରେ ଲିଭିଗଲା ଜୀବନ ଦୀପ।   ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମରେ ଘଟିଛି ଏପରି  ଅଭାବନୀୟ ଘଟଣା ।  ବିଳମ୍ବିତ ରାତ୍ରରେ ଘରକୁ ସାଇକେଲ ଯୋଗେ ଗାଁକୁ ଫେରୁଥିବା ସମୟରେ ଛିଡ଼ି ପଡ଼ିଥିଲା ବିଦ୍ୟୁତ ତାର । ଯାହାକୁ ନେଇ ସମୀରଙ୍କର ମୃତ୍ୟୁ ଘ ହୋଇଛି  । ଗାଁରେ ଏନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଟାଙ୍ଗୀ-କୁହୁଡି ପୋଲିସ ଶବ ପଚଂନାମା ପାଇଁ ପଠାଇଛନ୍ତି । ମୃତକ ପରିବାରକୁ ସରକାରୀ ଅନୁକମ୍ପା ସାହାଯ୍ୟ ଯୋଗାଇ ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।