Tuesday, November 17, 2026
Home ଆଞ୍ଚଳିକ ମର୍ମନ୍ତୁଦ ସଡକ ଦୁର୍ଘଟଣା: 8 ମୃତ, 6 ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: 8 ମୃତ, 6 ଗୁରୁତର

42

୨୮/୦୩/୨୧ (ଜିଲ୍ଲା ଖବର) : ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ନେଲୋରରେ ଟେମ୍ପୁ ଓ ଟ୍ରକ ଧକ୍କାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି  । ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।