Home ଖେଳ କରୋନା ପଜିଟିଭ ଚି଼ହ୍ନଟ ହେଲେ ୟୁସୁଫ ପଠାନ

କରୋନା ପଜିଟିଭ ଚି଼ହ୍ନଟ ହେଲେ ୟୁସୁଫ ପଠାନ

61

୨୮/୦୩/୨୧ (ଜିଲ୍ଲା ଖବର) : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି ।  

ସେ କରୋନା ପଜିଟିଭ ହୋଇଥିବା ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିବା ସହ ନିଜକୁ ହୋମ କ୍ୱାରେଣ୍ଟିନରେ ରଖି ସମସ୍ତ ଚିକିତ୍ସା ଗ୍ରହଣ କରୁଥିବା କଥା ଉଲେଖ କରିଛନ୍ତି ।  ଏହା ସହ ତାଙ୍କ ସଂସ୍ପଷରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।