Friday, November 13, 2026
Home ଆଞ୍ଚଳିକ ନିଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି ସଭାପତି ଦ୍ବିତିକୃଷ୍ଣ ସାବତ

ନିଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି ସଭାପତି ଦ୍ବିତିକୃଷ୍ଣ ସାବତ

33

ହିଞ୍ଜିଳିକିଟୁ,୨୭/୦୩(ଜିଲ୍ଲା ଖଵର) : ରାଜ୍ୟ ବାରକାଉନସିଲ ର ନିର୍ଦେଶ କ୍ରମେ 27 ତାରିଖ ରେ ସମସ୍ତ ଓକିଲ ସଙ୍ଘ ର ନିର୍ବାଚନ ଅନୁଷ୍ଠିତ ହୋଇଛି ହିଞ୍ଜିଳିକାଟୁ ଓକିଲ ସଙ୍ଘ ର ସମସ୍ତ କର୍ମକର୍ତା ନିଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି ସଭାପତି ରୂପେ ଦ୍ବିତିକୃଷ୍ଣ ସାବତ ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ ଉପସଭାପତି ଉପେନ୍ଦ୍ର ପଣ୍ଡା ସହ ସମ୍ପାଦକ ବଂଶୀଧର ସାହୁ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ନିର୍ବାଚିତ କରିଥିବା ଯୋଙ୍ଗୁ ଦ୍ବିତିକୃଷ୍ଣ ସାବତ ସଙ୍ଘ ର ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି