Wednesday, November 11, 2026
Home ଆଞ୍ଚଳିକ ବିଧାନସଭାରେ ପୁଣି ଧାନ ତାତି, ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ

ବିଧାନସଭାରେ ପୁଣି ଧାନ ତାତି, ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ

54

ଭୁବନେଶ୍ୱର, ୨୭/୦୩/୨୧ (ଜିଲ୍ଲା ଖବର) :  ଗୃହରେ ପୁଣି ଧାନ ତାତି । କେତେ ଧାନ କିଣାଯାଇଛି ତାହାର ଉତ୍ତର ମାଗିଛି ବିଜେପି । ଧାନ କିଣା ତାରିଖ ବଢାଇବା ଦାବିରେ ଗୃହରେ ବିଜେପି ସଦସ୍ୟଙ୍କ ପ୍ରବଳ ହୋହାଲ୍ଲା । ଗୃହର ମଧ୍ୟ ଭାଗକୁ ଆସି ବିଜେପି ସଦସ୍ୟମାନେ ପ୍ରବଳ ନାରାବାଜି କରିଥିଲେ । ଏହାପରେ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।