Wednesday, November 11, 2026
Home ଆଞ୍ଚଳିକ ସଚିନ ତେନ୍ଦୁଲକରଙ୍କୁ କରୋନା

ସଚିନ ତେନ୍ଦୁଲକରଙ୍କୁ କରୋନା

10

ଅର୍ଗସ ବ୍ୟୁରୋ :  ମହାନ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ‌ ଚିହ୍ନଟ ହୋଇଛନ୍ତି  । ଆଜି ଏ ନେଇ ସେ  ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ସେ ନିଜ ଘରେ ସଙ୍ଗରୋଧରେ ଅଛନ୍ତି  । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ନିଜର ଚିକିତ୍ସା କରୁଛନ୍ତି । ଏହାସହ ସମସ୍ତ ପ୍ରୋଟୋକଲକୁ ଅନୁସରଣ କରୁଛନ୍ତି । 

pic.twitter.com/dOlq7KkM3G — Sachin Tendulkar (@sachin_rt) March 27, 2021

ଅନ୍ୟପଟେ ତାଙ୍କ ପରିବାରର ଅନ୍ୟ  ସଦସ୍ୟମାନେ ସୁରକ୍ଷିତ ଥିବା ନେଇ ସେ ସୂଚନା ଦେଇଛନ୍ତି   । ଏହାସହ ସେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି  ।