
ଭୁବନେଶ୍ୱର,୨୬/୦୩/୨୧ (ଜିଲ୍ଲା ଖବର) : ୨୦୨୦ ବର୍ଷ ପାଇଁ ଶ୍ୱେତପତ୍ର । ରାଜ୍ୟରେ ୧ ହଜାର ୪୭୦ଟି ହତ୍ୟା ମାମଲାରୁ ୧ ହଜାର ୩୯୨ ମାମଲା ସତ୍ୟ ରହିଛି । ସେଥିମଧ୍ୟରୁ ୬୯୪ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି । ୫୧୪ଟି ଡକାୟତି ମାମଲାରୁ ୫୦୨ ଟି ସତ୍ୟ । ୨୫୪ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୨ ହଜାର ୧୬୭ଟି ମାମଲା ରୁଜୁ କରାଯାଇଛି । ସେଥିମଧ୍ୟରୁ ୨ ହଜାର ୧୨୭ଟି ମାମଲା ସତ୍ୟ । ଲୁଣ୍ଠନ ମାମଲାରେ ୧ ହଜାର ୮୧୬ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ୧୦ ହଜାର ୪୧୨ ଟି ମାମଲାରୁ ୧୦ ହଜାର ୨୦୭ ଟି ମାମଲା ସତ୍ୟ ।


