ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ 2 କରୋନା ଆକ୍ରାନ୍ତ ଚିହ୍ନଟ

52

କଟକ, ୨୫/୦୩/୨୧ (ଜିଲ୍ଲା ଖବର) : ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ହଷ୍ଟେଲକୁ କରୋନା ଏକ ପ୍ରକାରର ସବ୍ଧ କରିସାରିଲାଣି । ଏକ୍ସଆଇଏମବିରୁ ଅନେକ ବିଦ୍ୟାର୍ଥୀ କରୋନା ପଜିଟିଭ ବାହାରିବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ 2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗତକାଲି ରାଉରକେଲ ଏନଆଇଟିରୁ ମଧ୍ୟ ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଯେମିତି ପୁଣି ଥରେ ରାଜ୍ୟର ଶିକ୍ଷାକୁ କାବୁ କରି ବସିଲାଣି ବୋଲି ମନେ ହେଉଛି ।