୨୫/୦୩/୨୧ (ଜିଲ୍ଲା ଖବର) : ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ । 13 ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ରେଜଲ୍ଟ। ମୋଟ 5 ଲକ୍ଷ 90 ହଜାର ଛାତ୍ରଛାତ୍ରୀ ଜେଇଇ ମେନ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ 16ରୁ 18 ଯାଏଁ ପରୀକ୍ଷା ହୋଇଥିଲା। ମାତ୍ର 6 ଦିନରେ ଏନଟିଏ ରେଜଲ୍ଟ ପ୍ରକାଶ କରିଛି ।