Tuesday, November 17, 2026
Home ଆଞ୍ଚଳିକ ନିଫା ପକ୍ଷରୁ ବାଲିଗୁଡ଼ା ଶିକ୍ଷାନିକେତନ ସ୍କୁଲ ଠାରେ ରକ୍ତ ଦାନ ଶିବିର

ନିଫା ପକ୍ଷରୁ ବାଲିଗୁଡ଼ା ଶିକ୍ଷାନିକେତନ ସ୍କୁଲ ଠାରେ ରକ୍ତ ଦାନ ଶିବିର

60

ବାଲିଗୁଡା,୨୪/୦୩{ ସୁକାନ୍ତ କୁମାର ତ୍ରିପାଠୀ } : ଶିକ୍ଷାନିକେତନ ସ୍କୁଲ ବାଲିଗୁଡ଼ା ଠାରେ ଆଜି ନିଫା ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | କନ୍ଧମାଳ ଜିଲ୍ଲା ର ଦୁଇଟି ଜାଗା ସ୍ଥାନ ପାଇଛି ପ୍ରଥମଟି ଫୁଲବାଣୀ ଓ ଦ୍ୱତୀୟ ଟି ଶିକ୍ଷାନିକେତନ ସ୍କୁଲ ବାଲିଗୁଡା | ଏହି ରକ୍ତ ଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଜଗଦୀଶ ଷଡଙ୍ଗୀ, ମେଡିକାଲ SDMO ଡାକ୍ତର ବିଜୟ କୁମାର ଶୁର, ଶିକ୍ଷାନିକେତନ ପ୍ରତିଷ୍ଠାତା ଶ୍ରୀ ରାଜକିଶୋର ପାଢ଼ୀ ଉପସ୍ଥିତି ରେ ଶୁଭ ଉଦ୍ଘାଟନ କରିଥିଲେ ଗୋଷ୍ଠୀ ଉନୟନ ଅଧିକାରୀ ଏହି ରକ୍ତଦାନ ଶିବିର ର ମୂଳ ଲକ୍ଷ ଫାଶୀ ଦିଅଜାଇଥିବା ମହାପୁରୁଷ ମାନଙ୍କର ସ୍ମରଣ କରିବା ସହ 100 ୟୁନିଟ ରକ୍ତ ସଂଗ୍ରହକରାଯାଇଛି | ଏଥି ସହିତ S D P O ମନୋଜ କୁମାର ପୂଜାରୀ ଓ ବନବାସୀ ସେବା ସମିତି ର ରବିନ୍ଦ୍ର କୁମାର ପଣ୍ଡା ପ୍ରଭୁତି ଉପସ୍ଥିତ ଥିଲେ |