
ବାଲିଗୁଡା,୨୧/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାମ୍ବାଦିକ ଗଣପତି ବେହର୍ଡଲାଇ ଙ୍କ ପିତା ଆଦିକନ୍ଦ ବେହର୍ଡାଲାଇ ଙ୍କ ଶନିବାର ରାତିରେ ତାଙ୍କର ନିଜ ବାସ ଭବନରେ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା ସେ ଜଣେ ଅବସପ୍ରାପ୍ତ ବନ କର୍ମଚାରୀ ସହ କର୍ତ୍ତବ୍ୟ ନିଷ୍ଠ ପୋରୋପକରୀ ଥିଲେ l ସ୍ୱର୍ଗତ ଆଦିକନ୍ଦ ଙ୍କ ପାର୍ଥାବ ଶରୀର କୁ ମୁଖଗ୍ନୀ ଦେଇଥିଲ ବଡ ପୁଅ ଗଣ ପତି l ମୃତ୍ୟୁ ଖବର ପ୍ରସାରିତ ହେବାପରେ ସାମ୍ବାଦିକ ମହଲ ରେ ଶୋକ ର ଛାୟା ଖେଳିଯାଇଛି l


