Tuesday, November 17, 2026
Home ଆଞ୍ଚଳିକ ଆସିକାରେ ବେଆଇନ ମଦ ଉପରେ ଅବକାରୀ ଚଢାଉ,୪ ଗିରଫ

ଆସିକାରେ ବେଆଇନ ମଦ ଉପରେ ଅବକାରୀ ଚଢାଉ,୪ ଗିରଫ

62

ଆସିକା,୨୦/୦୩(ଜିଲ୍ଲା ଖଵର) : ଆସିକାରେ ଅବକାରୀ ଚଢାଉ।ଆସିକା ବ୍ଳକ ବାଲିସିରା ଠାରେ ବେଆଇନ ଭାବେ ମଦ ପ୍ରସ୍ତୁତ ସମୟରେ ଅବକାରୀ ବିଭାଗ ଚଢାଉ କରିଛି ।୨୦୦ ଲିଟର ମଦ,୫୦୦ଲିଟର ମୋଲାସିସ୍ ନଷ୍ଟ କରିବା ସମେତ ୪ଜଣଙ୍କ ଗୀରଫ କରାଯାଇଛି। କ୍ରମାଗତ ଭାବେ ଆସିକା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ କରାଯିବା ସହିତ ବେଆଇନ ମଦ ପ୍ରସ୍ତୁତି ଉପରେ ରୋକ ଲଗାଇବା ନିମନ୍ତେ ଯୋଜନା ହୋଇଥିବା ଜଣା ପଡିଛି ।