Friday, November 13, 2026
Home ଆଞ୍ଚଳିକ ପିତ୍ତଳରେ ବ୍ଯାପକ କୋଭିଡ ଟୀକାଦାନ ବ୍ଯବସ୍ଥା ଗ୍ରହଣ

ପିତ୍ତଳରେ ବ୍ଯାପକ କୋଭିଡ ଟୀକାଦାନ ବ୍ଯବସ୍ଥା ଗ୍ରହଣ

26

ଶେରଗଡ,୨୦୲୩(ଜିଲ୍ଲା ଖଵର) : ଶେରଗଡ ବ୍ଳକର ପିତ୍ତଳ ଅଂଚଳରେ ବରିଷ୍ଠ ନାଗରିକ ମାନଙ୍କୁ ବ୍ଯାପକ କୋଭିଟ ଟୀକାକରଣ ବ୍ଯବସ୍ଥାସରକାରକଂଦ୍ୱାରାକରାଯାଇଛି।ଦୁଇ ଦିନ ମଧ୍ୟରେ ପ୍ରାୟ୪୭୫ଜଣବରିଷ୍ଠନାଗରିକମାନକୁଂ ଏହି ଟୀକାକରଣ କରାଯାଇଛି ।ଆହୁରି ପ୍ରାୟ୧୫ଶହଜଣ ବରିଷ୍ଠ ନାଗରିକ ମାନଙ୍କୁ ଏହି ଅଂଚଳରେ ଟୀକାକରଣ କରିବାଲକ୍ଷ୍ଯଧାର୍ଯ୍ଯରହିଛି।ଏହି କେଂଦ୍ର ରେ ଶେରଗଡ ସିଏଚସି ରସ୍ୱାସ୍ଥ୍ଯକର୍ମୀମାନେବରିଷ୍ଠନାଗରିକମାନକୁଂଟୀକାପ୍ରଦାନକରୁଥିବାବେଳେପିତ୍ତଳନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେଂଦ୍ର ରଡାକ୍ତରପ୍ରୀତମମହାପାତ୍ରଓଆୟୁଷଡାକ୍ତରଦେବାଶୀଷ ଶତପଥୀ ଟୀକାକରଣ କେଂଦ୍ର ସୁପରିଚାଳନା କରିଥିଲେ, ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଜନସାଧାରଣବହୁସଂଖ୍ଯା ଟୀକାନେବାପାଇଁଜନସଚେତନାସୃଷ୍ଟିକରିଉଛାହିତ କରିଥିଲେ ।ଠିକ୍ ସେହିପରି ଶିହଳାଯୁଧିଷ୍ଟିରହାଇସ୍କୂଲରେଅନୁଷ୍ଠିତକରୋନାଟୀକାଦାନକେଂଦ୍ରରେ ବରିଷ୍ଠ ନାଗରିକ ତଥାସାମ୍ବାଦିକ ହରେକୃଷ୍ଣମହାନ୍ତି କରୋନା ପ୍ରତିରୋଧକ ଟୀକାନେଇଛନ୍ତି।ଗତଦୁଇଦିନମଧ୍ଧରେଏହିକେଂଦ୍ରରେମଧ୍ଧପ୍ରାୟ୩୫୦ଜଣ ବରିଷ୍ଠ ନାଗରିକ ଟୀକାନେଇସାରିଛନ୍ତି।କୁକୁଡା ଖଣ୍ଡିସିଏଚସିସ୍ୱାସ୍ଥ୍ଯକର୍ମୀମାନେଏହିଟୀକାକରଣକେଂଦ୍ରରେ ନିୟୋଜିତ ହୋଇ ବରିଷ୍ଠ ନାଗରିକ ମାନଙ୍କୁ ଟୀକାଦାନ କରିଛନ୍ତି ।ଟୀକାନେବାପାଇଁ ବରିଷ୍ଠ ନାଗରିକ ମାନଙ୍କମଧ୍ଯରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଛି ।