Tuesday, November 17, 2026
Home ଆଞ୍ଚଳିକ ଆଲିପୁର ପଞ୍ଚାୟତରେ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଲିପୁର ପଞ୍ଚାୟତରେ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ

85

ଆସିକା ,୧୯/୦୩(ଜିଲ୍ଲା ଖବର) : ଆସିକା ତହସିଲ ଆଲିପୁର ଗ୍ରାମ ପଞ୍ଚାୟତରେ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ।ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଜମିଜମା ସମ୍ପର୍କିତ ସମସ୍ୟା ଓ ତାର ସମାଧାନ କରାଯିବା ସହିତ ଜାତିଗତ ପ୍ରମାଣ ପତ୍ର ଓ ନୂତନ ପଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମଟି ଆଲିପୁର ସରପଞ୍ଚ ମନୋଜ ନାହାକଙ୍କ ଦ୍ବାରା ପରିଚାଳନା ହୋଇଥିବା ବେଳେ ଆସିକା ତହସିଲଦାର ଓ ତହସିଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।