Wednesday, October 14, 2026
Home ଆଞ୍ଚଳିକ କେ.ନୂଆଗାଁ ବ୍ଲକରେଏକ ଅଦ୍ଧଭୁତ ଧରଣର ବାଛୁରୀ ଛୁଆ ଜନ୍ମ

କେ.ନୂଆଗାଁ ବ୍ଲକରେଏକ ଅଦ୍ଧଭୁତ ଧରଣର ବାଛୁରୀ ଛୁଆ ଜନ୍ମ

58
ଏକ ଅଦ୍ଧଭୁତ ଧରଣର ଗାଈ ଛୁଆ ଜନ୍ମ

କନ୍ଧମାଳ, (ସୁରେଶ କୁମାର ପଣ୍ଡା) : କେ ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗ ଗ୍ରାମପଞ୍ଚାୟତରେ କାଲି ରାତିରେ ଗୋଟିଏ ଗାଈ ପାଟି, ଆଖି, କାନ ନଥିବାର ଛୁଆ ଜନ୍ମ କରିବାର ଦେଖିବାକୁ ମିଳିଥିଲା ଆଜି ଏହି ବାଛୁରୀ ମୃତ୍ୟୁ ବରଣ କରିଥିଲା I ଏହି ବାଛୁରୀକୁ ଦେଖିବା ପାଇଁ ଗ୍ରାମରେ ବହୁ ଜନସାଧାରଣ ଭିଡ଼ ଜମିବାର ଦେଖିବାକୁ ମିଳିଥିଲା I