Home ଆଞ୍ଚଳିକ କଟକରେ ଚିନ୍ତା ବଢାଉଛି କରୋନା, ପୁଣି ନୂଆ 13 ପଜିଟିଭ୍

କଟକରେ ଚିନ୍ତା ବଢାଉଛି କରୋନା, ପୁଣି ନୂଆ 13 ପଜିଟିଭ୍

35

କଟକ, ୧୯/୦୩/୨୧ (ଜିଲ୍ଲା ଖବର) : ସାଙ୍ଘାତିକ ହେବାରେ ଲାଗିଛି କରୋନା ସଂକ୍ରମଣ । ପୁଣି କଟକର ଘରୋଇ ଶିକ୍ଷାନୁଷ୍ଠାନରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବୁଧବାର ଦିନ ୧୨ ଜଣ ଚିହ୍ନଟ ହେବା ପରେ ଗୁରୁବାର ଦିନ ୭୧ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା ସେମାନଙ୍କ ମଧ୍ୟରୁ ୧୩ ଜଣ ନୂଆ ସଂକ୍ରମିତ ହୋଇଛନ୍ତି। ସମସ୍ତେ ଗୋଟିଏ ହଷ୍ଟେଲର ଅନ୍ତେବାସୀ। ଗୁରୁବାର ଠାରୁ ସମ୍ପୃକ୍ତ କଲେଜକୁ ୧୦ ଦିନ ଲାଗି ବନ୍ଦ ରଖିଛି CMC ।