Home ଆଞ୍ଚଳିକ ମାଁ ଦୁର୍ଗାଙ୍କ ଦର୍ଶନପାଇଁ ବିଭିନ୍ନ ପୁଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି

ମାଁ ଦୁର୍ଗାଙ୍କ ଦର୍ଶନପାଇଁ ବିଭିନ୍ନ ପୁଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି

30
Image: google.com

“ଯାʼ ଦେବୀ ସର୍ବ ଭୂତେଷୁ,
       ଶକ୍ତି ରୂପେଣଂ ସଂସ୍ଥିତା,,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ॥”

ବ୍ରହ୍ମପୁର, (ବିଜୟ କୁମାର ଗୌଡ଼) : ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା ସାରା ଗଂଜାମ ଜ଼ିଲ୍ଲାରେ ସମସ୍ତ ଦେକାନ ବଜ଼ାର ବିଭିନ୍ନ ସାହି ମାନଙ୍କରେ ବର୍ତମାନ ପାର୍ବଣ ମହଲସୁନ୍ଦର ଝିକି ମିକିରେ ଝଲସି ପଡୁଥିବା ବେଳେ ପୂଜା ମଣ୍ଡପରେ ବହୁଟଙ୍କାରେ ନିର୍ମାଣ ହଇଥିବା ତୋରଣ ବହୁତ ସୁନ୍ଦର ଦେଖି ସହରର ବିଭିନ୍ନ ସ୍ଥାନରେ ମାଁ ଦୁର୍ଗାଙ୍କ ମୃଣ୍ମୟା ପ୍ରତିମା ପୂଜା ପାଉଛନ୍ତି। ମାଁଙ୍କ ଦର୍ଶନ ପାଇଁ ବିଭିନ୍ନ ପୁଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି।

ପୂଜା ମଣ୍ଡପରେ ମାଁଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମାଁଙ୍କୁ ପୁରା ଦେଖିବା ପାଇଁ ଆଖିପିଚୁଳାରେ ଦର୍ଶକ ମାନଙ୍କ ମନ ମୋହିନେଇଯାଇଛି l ଏବଂ ଲୋକଙ୍କ ମନରେ ଯେଉଁ ଭଳି ପ୍ରତିବର୍ଷ ଦଶହରାରେ ଘୁର୍ଣି ବାତ୍ୟା ସାଙ୍ଗକୁ ଘନଘନ ବର୍ଷା ଲୋକଙ୍କୁ ଭୟଙ୍କର ରୂପ ଆଙ୍କୁଥିଲା ଯାହାଫଳରେ ଲୋକେ ବାହାରକୁ ବାହାରିବା ମୁସ୍କିଲ ହଇପଢୁଥିଲା ଏହା ଫଳରେ ମାଁଙ୍କ ମେଢ଼କୁ ଭକ୍ତ ଦେଖି ପାରୁନଥିଲେ l


ଏହି ବର୍ଷ ତାହା ଲୋକଙ୍କ ମନରେ ଭୟକୁ ନିର୍ଭୟରେ ଆସି ମାଁଙ୍କୁ ଦର୍ଶନ କରିବା ସଫଳ ଅର୍ଜନ କରିଥିବା କିଛି ଭକ୍ତମଣ୍ଡଳୀ ପରିପ୍ରକାଶ କରିଛନ୍ତି l ଏହା ସହ ସହର ତମାମ ସମସ୍ତ ମଣ୍ଡପ ଠାରେ ଦୃଷ୍ଟିହୀନ ପିଲାଙ୍କ ଗୀତ ମେଲୋଡିରେ ଲୋକେ ଏକ ଲୟରେ ମନକୁ ଆନନ୍ଦରେ ହଯାଇ ଦେଇଥାନ୍ତି l