କଟକ ଗଣ୍ଡରପୁର ନିକଟରେ ଅଗ୍ନିକାଣ୍ଡ

47

କଟକ, ୧୭/୦୩/୨୧(ଜିଲ୍ଲା ଖବର) : କଟକ ଗଣ୍ଡରପୁର ନିକଟରେ ଅଗ୍ନିକାଣ୍ଡ । ଗଣ୍ଡରପୁର ନିକଟସ୍ଥ ଋଷି ମଣ୍ଡପ ନିକଟରେ ଥିବା ଦୋକାନ ଘର ଓ ଏକ ମାରୁତି ସୁଜୁକି ୱାଗନରରେ ନିଆଁ ଲାଗି ଯାଇଥିବା ସୂଚନା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ନିଆଁରେ ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।