Home ଆଞ୍ଚଳିକ ବାଦାମ ପାହାଡ଼ ଲୁହା ପଥର ଖଣି ଶ୍ରମିକ ସଂଗଠନ ତରଫରୁ ଖଣି କାର୍ଯ୍ୟ ବନ୍ଦ

ବାଦାମ ପାହାଡ଼ ଲୁହା ପଥର ଖଣି ଶ୍ରମିକ ସଂଗଠନ ତରଫରୁ ଖଣି କାର୍ଯ୍ୟ ବନ୍ଦ

95

ମୟୁରଭଞ୍ଜ,୧୫/୦୩/୨୧ (ଜିଲ୍ଲା ଖବର) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ବାଦାମ ପାହାଡ଼ ଅଞ୍ଚଳରେ ଶ୍ରମିକ ସଂଗଠନ ତରଫରୁ ଖଣି କାର୍ଯ୍ୟ ବନ୍ଦ କରାଯାଇଛି  । ବିଗତ ଦିନରେ ପୂର୍ବରୁ କାମ କରୁଥିବା ଶ୍ରମିକମାନଙ୍କୁ ନିଯୁକ୍ତି ସୁଯୋଗ ମିଳି ନ ଥିଲା  । ଏହାର ପ୍ରତିବାଦରେ ବାଦାମ ପାହାଡ଼ ଲୁହାପଥର ଖଣି ଶ୍ରମିକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି  । ଶ୍ରମିକଙ୍କ ପୁନଃ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଖଣିର ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ସଂଗଠନର ଦାବି ରହିଛି  ।