Friday, November 13, 2026
Home ଆଞ୍ଚଳିକ ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ନିଆଁ

ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ନିଆଁ

54

ଖୋର୍ଦ୍ଧା,୧୪/୦୩(ଜିଲ୍ଲା ଖବର) : ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ନେଉନଥିବା ବେଳେ ବିପରିତ ବରୁଣେଇ ର ଜଟଣୀ ପୋଡ଼ପଡା ଜଙ୍ଗଲରେ ଲାଗିଛି ନିଆଁ ।
ନିଆଁ ଲାଗିଥିବା ସ୍ଥାନକୁ ଯିବାକୁ ରାସ୍ତା ନଥିବାରୁ ଦମକଳ ବାହିନୀ ଆସି ଫେରି ଯାଇଥିବାର ସୂଚନା ମିଳିଛି।
ରୀପୋର୍ଟ,ସଞ୍ଜୀବ କୁମାର