
୧୪/୦୩/୨୧ (ଜିଲ୍ଲା ଖବର) : ବୌଦ୍ଧ ଶଂଖାରୀ ଛକ ବାଉଁଶୁଣି ନିକଟରୁ 72 କିଲୋ ଗଞ୍ଜେଇ ଜବତ କରିଛି STF । ଏଥିରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ କୋରାପୁଟର ଲକ୍ଷ୍ମଣ ଜଳ ଓ ରାୟଗଡ଼ାର ରାମଚନ୍ଦ୍ର କୌଶଲ୍ୟ । ଏହାସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ପିକଅପ ଭ୍ୟାନକୁ ମଧ୍ୟ ଜବତ କରିଛି STF । ବିଶେଷ ସୂତ୍ରରୁ ଖବର ପାଇ ପିକଅପ ଭ୍ୟାନଟି ଉପରେ ଚଢ଼ାଉ କରିଥିଲା STF । NDPS ଆକ୍ଟ 1985 ଅନୁସାରେ ମାମଲା ରୁଜୁ କରି ତଦନ୍ତ କରୁଛି STF ।


