Sunday, October 11, 2026
Home ଆଞ୍ଚଳିକ ଆସି ଯାଇଛି ଦୁଃଖ, ହଜି ଯାଇଛି ଜୀବନ…

ଆସି ଯାଇଛି ଦୁଃଖ, ହଜି ଯାଇଛି ଜୀବନ…

106

ବ୍ରହ୍ମପୁର, ୫/୧୦(ଗୁରୁ ପ୍ରସାଦ): ବ୍ରହ୍ମପୁରର ବନ ବିଭାଗ ଅଫିସ ସାମ୍ନାରେ (ଗୋଟିଏ ପଶୁ) ଏହି କୁକୁରଟି ରୋଗିଣା ଅବସ୍ଥାରେ ପଡ଼ିରହିଛି କିନ୍ତୁ କାହାର ବି ନଜର ପଡୁନୀ ଏହାକୁ ଲୋକେ ଦେଖି ମଧ୍ୟ ତାକୁ କିଛି ସାହାଯ୍ୟ କରିବା ପରିବର୍ତ୍ତେ ଗୋଇଠା ମାରି ଚାଲିଯାଉଛନ୍ତି ।

କୁକୁର,ଗୋଟିଏ ପଶୁ

ଯେତେବେଳେ ଏହି କୁକୁର (ଗୋଟିଏ ପଶୁ)ହୋଇ ମଧ୍ୟ ଭଲ ଥାଏ ସେତେବେଳେ ଆମକୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଥାଏ । କିନ୍ତୁ ଆଜିର ଏହି ଯୁଗରେ ମନ୍ୟୁଷର ସାଧାରଣ ଚିନ୍ତାଧାରା ନାହିଁ । ଧନ୍ୟ ସେହି ମଣିଷ l