Sunday, November 15, 2026
Home ଆଞ୍ଚଳିକ ୬ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ

୬ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ

55

 ଭୁବନେଶ୍ୱର,୧୩/୦୩/୨୧(ଜିଲ୍ଲା ଖବର) : ୬ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ  । ଭୁବନେଶ୍ବର ଲୁଇସ ରୋଡ଼ସ୍ଥିତ ଡିଡି ବିଲ୍ଡର କାର୍ଯ୍ୟାଳୟରେ ଚଢ଼ାଉ  । ମିଛ ଡିଲରଙ୍କ ନାଁରେ ବିଲ କରି ମାଲିକ ଜିଏସଟି ଫାଙ୍କୁଥିଲେ  ।  ଚଢଉ ବେଳେ ୬ କୋଟିର ଅଧିକ ଟଙ୍କା ଠକେଇର ପ୍ରମାଣ ମିଳିଛି  । ଜାଲି ଡକୁମେଣ୍ଟ ଦେଇ କୋଟି କୋଟି ଠକେଇ ହୋଇଥିବା ଅଭିଯୋଗ ।  ୩୦ ଜଣ ଅଫିସରଙ୍କ ଅନ୍ୟ ୫ଟି ସ୍ଥାନରେ ରେଡ଼ କରାଯାଇଛି  । ଢେଙ୍କାନାଳ, ଭବାନୀପାଟଣା, ରାଉରକେଲାରେ ରେଡ୍ ହୋଇଛି  ।