Wednesday, November 11, 2026
Home ଆଞ୍ଚଳିକ କଳିଙ୍ଗା ଘାଟିରେ ଓଲୋଟିଲା ଟ୍ରକ୍

କଳିଙ୍ଗା ଘାଟିରେ ଓଲୋଟିଲା ଟ୍ରକ୍

144

ବାଲିଗୁଡା,{ ସୁକାନ୍ତ କୁମାର ତ୍ରିପାଠୀ }: କଳିଙ୍ଗା ଘାଟିରେ ଏକ ରିଫାଇନ ତେଲ ବୋଝେଇ ଟ୍ରକ ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି | ଘଟଣାସ୍ଥଳରେ ରିଫାଇନ ତେଲ ରାସ୍ତା କଡରେ ଛିଟିକି ପଡିଛି | ଖବର ପାଇ ଜି.ଉଦୟଗିରି ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ମେଡିକାଲ କୁ ପଠାଇଲା ପୁଲିସ୍‌। ଘଟଣାସ୍ଥଳରେ ଗାଡି କିପରି ଓଲଟିଲା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି |